TRENDING NEWS
Back to news
10 Feb, 2025
Share:
ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ୫ ଗୁରୁତର
@Source: dharitri.com
Monday 10th February 2025 | Today's Paper | Archives Thursday, March 28, 2019 | Archives ଅନ୍ତର୍ଜାତୀୟ କେନ୍ଦ୍ରାପଡ଼ା ଜଗତ୍‌ସିଂହପୁର ସୁବର୍ଣ୍ଣପୁର ଶିକ୍ଷା ଓ ନିଯୁକ୍ତି ଓଡ଼ିଶା ନିର୍ବାଚନ ଜୀବନଚର୍ଯ୍ୟା ଶ୍ରେଷ୍ଠ ପାଞ୍ଚ କରୋନା ଭାଇରସ୍‌ News in English Posted inଆମ ଜିଲା ଖବର, ଖୋର୍ଦ୍ଧା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ୫ ଗୁରୁତର 6:15 pmFebruary 10, 2025February 10, 2025 / 09 ଖୋର୍ଦ୍ଧା,୨।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବୋଲଗଡ଼ ଗୋପବନ୍ଧୁ ଛକରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଗଛରେ ପିଟି ହୋଇ ୫ ଗୁରୁତର ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଘରୋଇ ବସ୍‌ (ନାରାୟଣୀ) ଏକ ଗାଡିକୁ ଓଭର ଟେକ କରୁଥିବା ବେଳେ ପତା କଟି ଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବସ୍‌ର ଡ୍ରାଇଭର ସମେତ ୫ ଗୁରୁତର ହୋଇଛନ୍ତି। ବସ୍‌ରେ ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଭୁବନେଶ୍ୱରରୁ ନୟାଗଡ଼କୁ ଯାଉଥିଲେ। ବୋଲଗଡ଼ ତହସିଲ ଅଫିସ ଛକ ନିକଟ ଗୋପବନ୍ଧୁ ଛକରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତ ସ୍ଥାନୀୟ ଲୋକଙ୍କ ସହାୟତାରେ ବୋଲଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଆମ ଜିଲା ଖବର, ଖୋର୍ଦ୍ଧାView All ତାତି ନ ଆସୁଣୁ ଜଳୁଛି ଜଙ୍ଗଲ ପାଟଣା,୧୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ଯମୁନା ପଶି ବିଟ୍‌ ଅନ୍ତର୍ଗତ କଣ୍ଟିଆପଡା ସରଧାପୁର ରାସ୍ତା କଡ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲରେ... ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଛି କଫି, ୧୪ ମେଟ୍ରିକ ଟନ୍‌ କଫି ମଞ୍ଜି ନିଆଗଲା କୋରାପୁଟ ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ପ୍ରତିବର୍ଷ ଭଳି ଏଥର ମଧ୍ୟ ଦାରିଙ୍ଗବାଡି କଫିକୁ ପ୍ରାଥମିକ ପ୍ରସ୍ତୁତି କରାଯାଇ ମଞ୍ଜି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ... କାମ ସାରି ଘରକୁ ଫେରୁଥିଲେ: ବାଟରେ ଘଟିଲା ଏମିତି… ନିରାକାରପୁର,୧୦।୨(ମାନସ ଚନ୍ଦ୍ର ପଟ୍ଟନାୟକ): କାମ ସାରି ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା... ୫ ଦିନ ହେଲା ରାସ୍ତା ଅବରୋଧ କରିଛି କ୍ରେନ୍‌, ଯାତାୟାତ ବାଧାପ୍ରାପ୍ତ ବଡବିଲ, ୧୦।୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ସହର ମୁଖ୍ୟ ପ୍ରବେଶ ପଥର ଅନତି ଦୂରରେ ଏକ କ୍ରେନ ରାସ୍ତାକୁ ୫ ଦିନ ହେଲା ଅବରୋଧ... ସର୍ବସାଧାରଣ ସ୍ଥାନକୁ କବ୍‌ଜା କରିନେଉଛନ୍ତି ଲୋକେ, ହେଲେ ପୁଣି ପୁରୁଷୋତ୍ତମପୁର ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନର ଲୋଲୁପ ଦୃଷ୍ଟି ପୁରୁଷୋତ୍ତମପୁର,୧୦।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପରିସରରେ ବିଭିନ୍ନ ସ୍ଥାନରେ ରହିଥିବା ସର୍ବସାଧାରଣ ପଟ୍ଟା ଖାତାରେ ଥିବା ସରକାରୀ ଜାଗାମାନକୁ ଗୋଟିଏ ପରେ ଗୋଟିଏ... ଅମିତ ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ: ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ମାନ୍ୟତା ଦାବି ଜଣାଇଲେ ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ):ବରଗଡ ଲୋକସଭା ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ବରଗଡ଼ ଲୋକସଭା କ୍ଷେତ୍ର... ବୈଠକରେ କ୍ଷୋଭ ପ୍ରକାଶ କଲେ ବିଧାୟକ, କହିଲେ କାହିଁକି ଆସିନାହାନ୍ତି ଅଧିକାରୀ ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ପଞ୍ଚାୟତ ସମିତିର ନବମ ସମିତି ବୈଠକ ସୋମବାର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ... ପ୍ରେମିକାଙ୍କୁ ହତ୍ୟା କରି ଅଳଙ୍କାର ଲୁଟିନେଇଥିଲେ ପ୍ରେମିକ: ଏହି ବଡ଼ ରାୟ ଦେଲେ କୋର୍ଟ ବ୍ରହ୍ମପୁର,୧୦।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ଆଧାରରେ ଅଭିଯୁକ୍ତ ପାଟପୁର ଥାନା... ଧରିତ୍ରୀ କାର୍ଟୁନ Archives Archives Model This Week ପିଲାଙ୍କ ଧରିତ୍ରୀ Akash Dasnayak, Actor supports a Plastic Free Odisha. Do you? Post navigation Previous Post Previous post: ୫ ଦିନ ହେଲା ରାସ୍ତା ଅବରୋଧ କରିଛି କ୍ରେନ୍‌, ଯାତାୟାତ ବାଧାପ୍ରାପ୍ତ Next Post Next post: କେଜ୍‌ରିଓ୍ବାଲଙ୍କୁ ତାଚ୍ଛଲ୍ୟ, ହାରିବାକୁ ନେଇ ଶୁଭେଚ୍ଛା ଜଣାଇଲେ… ଅନ୍ତର୍ଜାତୀୟ ଜୀବନଚର୍ଯ୍ୟା Advertise with us Copyright © Dharitri.com 2016-2025 - All rights reserved Developed By Ratna Technology ଅନ୍ତର୍ଜାତୀୟ କେନ୍ଦ୍ରାପଡ଼ା ଜଗତ୍‌ସିଂହପୁର ସୁବର୍ଣ୍ଣପୁର ଶିକ୍ଷା ଓ ନିଯୁକ୍ତି ଓଡ଼ିଶା ନିର୍ବାଚନ ଜୀବନଚର୍ଯ୍ୟା ଶ୍ରେଷ୍ଠ ପାଞ୍ଚ କରୋନା ଭାଇରସ୍‌ News in English
For advertisement: 510-931-9107
Copyright © 2025 Usfijitimes. All Rights Reserved.