Monday 17th February 2025 |
Today's Paper
| Archives
Thursday, March 28, 2019 |
Archives
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଓଡ଼ିଶା ନିର୍ବାଚନ
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
କରୋନା ଭାଇରସ୍
News in English
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ
Forest-Safety: ଜଙ୍ଗଲ ନିଆଁ ରୋକିବାକୁ …
7:19 pmFebruary 17, 2025February 17, 2025 /
09
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ସାଲୁଆପଲ୍ଲୀ ନର୍ସରୀ ପରିସରରେ ଜଙ୍ଗଲ ନିଆଁ ରୋକିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ନିଆଁ ରୋକିବା ପାଇଁ ଉପସ୍ଥିତ ଲୋକଙ୍କ ସହଯୋଗ କାମନା କରିଥିଲେ। ରେଞ୍ଜର ପୃଥିବୀରାଜ ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ବୟ ରହିଲେ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ଏଥିପାଇଁ ସମସ୍ତେ ସଚେତନ ହେବାକୁ ସେ ଆହ୍ବାନ ଦେଇଥିଲେ। ବନ୍ୟପ୍ରାଣୀ ସୁରକ୍ଷା କମିଟିର ବରିଷ୍ଠ ସଭ୍ୟ ରମେଶ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ସେହିଭଳି ମୁଜାଗଡ ରେଞ୍ଜ ବାପାଙ୍ଗି ମନ୍ଦିରରେ ମଧ୍ୟ ଏକ ସଚେତନତା ସଭା ହୋଇଥିଲା। ଏଥିରେ ରେଞ୍ଜ ଅଧିକାରୀ ବିମ୍ବାଧର ସାହୁ ସଭାପତିତ୍ୱ କରିଥିଲେ। ବନପାଳ ଅନୁପ ବିଷୋୟୀ ସଭା ସଂଯୋଜନା କରିଥିଲେ।
Enter your email to get our daily news in your inbox.
Leave this field empty if you're human:
All Right Reserved By Dharitri.Com
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟView All
ଶିବ ମୁଦୁଲି ହେଲେ କୋରାପୁଟ ଜିଲା ଭାଜପା ସଭାପତି
କୋରାପୁଟ,୧୭।୨(ଅମିତାଭ ବେହେରା): କୋରାପୁଟ ଜିଲାର ଦକ୍ଷ ଆଦିବାସୀ ନେତା ଶିବ ମୁଦୁଲି ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ଭାବେ ଘୋଷଣା କରାଯାଇଛି। ରାଜ୍ୟ ଭାଜପାର...
କିଟ୍ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ, ଟୁଇଟ୍ କରି କହିଲେ…
ଭୁବନେଶ୍ୱର,୧୭।୨: କିଟ୍ କ୍ୟାମ୍ପସ ହଷ୍ଟେଲରେ ଜଣେ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅସନ୍ତୋଷ ତେଜିଛି। ବର୍ତ୍ତମାନ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ...
ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ: ସିସିଟିଭିରେ କଏଦ ହେଲା ଦୃଶ୍ୟ
ବୈପାରୀଗୁଡା,୧୭ା୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ୟୁଜି ବ୍ୟାଙ୍କ ସାମ୍ନାରେ କେତେକ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଝାମ୍ପି ନେଇଥିବା ଜଣାପଡ଼ିଛି। ମାଲକାନାଗିରି ଜିଲା ଅଧୀନ...
ଭାଜପା ସଭାପତିଙ୍କୁ ସମ୍ବର୍ଦ୍ଧନା: ତୃଣମୂଳସ୍ତରରୁ ଦଳୀୟ ସଂଗଠନ ହେବ ମଜଭୁତ
ରାଇକିଆ,୧୭।୨(ପ୍ରଦୀପ ବେହେରା):କନ୍ଧମାଳ ଜିଲା ଭାଜପା ସଭାପତି ପଣ୍ଡିତ କୁମାର ବିସ ମାଝିଙ୍କୁ ସୋମବାର ରାଇକିଆ ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲା ସଭାପତି ଭାବେ...
ବଢିଲା ଏମଏଏଲଏ ପାଣ୍ଠି: ଜାଣନ୍ତୁ କେତେରୁ କେତେ
ଭୁବନେଶ୍ୱର,୧୭।୨: ବଢିଲା ବିଧାୟକଙ୍କ ଏମଏଏଲଏ ପାଣ୍ଠି । ଏହାକୁ ୩ କୋଟିରୁ ୫ କୋଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବଜେଟ ଉପସ୍ଥାପନା ବେଳେ...
Odisha Budget 2025-26: ଗୋପାଳପୁର, ପାରାଦୀପ ହେବ ବ୍ଲ୍ୟୁ ଫ୍ଲାଗ୍ ବିଚ୍: ଚିଲିକା ପାଇଁ ସ୍ୱତନ୍ତ୍ର ଯୋଜନା
ଭୁବନେଶ୍ୱର,୧୭।୨: ସୋମବାର ଓଡ଼ିଶା ସରକାର ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ମେଗା ଯୋଜନା ଉନ୍ମୋଚନ କରିଛନ୍ତି। ଓଡ଼ିଶା ବିଧାନସଭାରେ ୨୦୨୫-୨୬ ପାଇଁ ବଜେଟ୍...
ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ: ଅବହେଳାକୁ ଦାୟୀକଲେ ପରିବାର
ପାରଳାଖେମୁଣ୍ଡି,୧୭ା୨(ଗିରିଧାରୀ ପରିଚ୍ଛା): ସରକାର ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ଦିଗରେ ବିଭିନ୍ନ ଯୋଜନା କରି ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି। ତେବେ ଏଥିରୁ ସେମାନେ ବିଶେଷ...
ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ନେଲେ ଦେବଦତ୍ତ ପଣ୍ଡା
ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ(ରାଜସ୍ବ) ଭାବେ ଦେବଦତ୍ତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୟାଗଡ ଜିଲାପରିଷଦର ମୁଖ୍ୟ ଉନ୍ନୟନ...
ଧରିତ୍ରୀ କାର୍ଟୁନ
Archives Archives
Model This Week
ପିଲାଙ୍କ ଧରିତ୍ରୀ
Akash Dasnayak, Actor supports a Plastic Free Odisha. Do you?
Post navigation
Previous Post Previous post:
ଅଜିଙ୍କ୍ୟ ରାହାଣେଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ବିସିସିଆଇ ଚୟନକର୍ତ୍ତା: ସବୁ ଖୋଲି କହିଦେଲେ
Next Post Next post:
ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ: ଅବହେଳାକୁ ଦାୟୀକଲେ ପରିବାର
ଅନ୍ତର୍ଜାତୀୟ
ଜୀବନଚର୍ଯ୍ୟା
Advertise with us
Copyright © Dharitri.com 2016-2025 - All rights reserved
Developed By Ratna Technology
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଓଡ଼ିଶା ନିର୍ବାଚନ
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
କରୋନା ଭାଇରସ୍
News in English
Related News
13 Jun, 2025
World Test Championship: South Africa ha . . .
10 May, 2025
2025 Truist Championship round 3 tee tim . . .
23 Apr, 2025
China EV giant BYD reboots Europe operat . . .
24 Mar, 2025
We don’t want Osimhen — PSG reportedly e . . .
30 Mar, 2025
Heinrich Klaasen Joins David Warner In E . . .
24 May, 2025
Russian ice hockey team’s participation . . .
08 Apr, 2025
Referees to wear BODYCAMS at major tourn . . .
06 Apr, 2025
Digvesh Rathi: From Club Matches To Bein . . .