Back to news
IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ
@Source: dharitri.com
Tuesday 22nd April 2025 |
Today's Paper
| Archives
Thursday, March 28, 2019 |
Archives
ଓଡ଼ିଶା ସ୍ୱତନ୍ତ୍ର
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
News in English
Posted inଖେଳ
IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ
8:30 amApril 22, 2025April 22, 2025 /
02
ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025 ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ମୁଲାନପୁରରେ ଅନୁଷ୍ଠିତ ଏହି ମ୍ୟାଚରେ ବିରାଟ କୋହଲି ୫୪ ବଲରେ ଅପରାଜିତ ୭୩ ରନ କରିଥିଲେ, ଯାହା ପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ମନୋନୀତ କରାଯାଇଥିଲା। ମ୍ୟାଚ ପରେ, ପଞ୍ଜାବର ସମସ୍ତ ଖେଳାଳି ବିରାଟ କୋହଲିଙ୍କୁ ଭେଟିଥିଲେ, ଏହି ସମୟରେ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ କୋହଲିଙ୍କୁ ଅଭିନନ୍ଦନ ଜଣାଇବାକୁ ପହଞ୍ଚିଥିଲେ।
ପ୍ରୀତି ଜିଣ୍ଟା ବିରାଟ କୋହଲିଙ୍କ ପାଖରେ ପହଞ୍ଚିବା ମାତ୍ରେ କୋହଲି ତାଙ୍କ ସହ ହାତ ମିଳାଇଥିଲେ ଏବଂ ତା’ପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହି ବୈଠକର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ କୋହଲି ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ଫୋନରେ ଥିବା ତାଙ୍କ ପିଲାମାନେ ଅକାୟ କୋହଲି ଏବଂ ଭାମିକା କୋହଲିଙ୍କ ଫଟୋ ଦେଖାଇଲେ। ପିଲାମାନଙ୍କ ଫଟୋ ଦେଖିବା ପରେ ପ୍ରୀତି ହସୁଥିବାର ଦେଖାଯାଇଥିଲା।
୧୫୮ ରନର ଟାର୍ଗେଟକୁ ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହି ମ୍ୟାଚ ୭ ୱିକେଟରେ ଜିତିଥିଲା। କୋହଲି ୫୪ ବଲରେ ଅପରାଜିତ ୭୩ ରନ କରିଥିଲେ, ଏହି ଇନିଂସରେ କୋହଲି ୧ ଛକା ଏବଂ ୭ ଚୌକା ମାରିଥିଲେ। ତାଙ୍କ ବ୍ୟତୀତ ଦେବଦତ୍ତ ପାଡିକ୍କାଲ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଥିଲେ, ସେ ୩୫ ବଲରେ ୪ଟି ଛକା ଏବଂ ୫ଟି ଚୌକା ସହାୟତାରେ ୬୧ ରନ କରିଥିଲେ। ଏହାର ଦୁଇ ଦିନ ପୂର୍ବରୁ, ଉଭୟ ଦଳ ବେଙ୍ଗାଲୁରୁରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ପଞ୍ଜାବ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।
ବିରାଟ କୋହଲି ଡିସେମ୍ବର ୨୦୧୭ରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ। ଜାନୁଆରୀ ୨୦୧୧ରେ ଅନୁଷ୍କା ଏକ ଝିଅ (ଭାମିକା କୋହଲି)କୁ ଜନ୍ମ ଦେଇଥିଲେ। ଗତ ବର୍ଷ ଫେବୃଆରୀ ୧୫ ତାରିଖରେ ଅନୁଷ୍କା ଏକ ପୁଅ (ଅକାୟ କୋହଲି)ଙ୍କୁ ଜନ୍ମ ଦେଇଥିଲେ।
Virat Kohli meeting Preity Zinta and PBKS players. 🥹❤️pic.twitter.com/jaMz1HKQLY
— Mufaddal Vohra (@mufaddal_vohra) April 21, 2025
Tags:Preity Zinta
Enter your email to get our daily news in your inbox.
Leave this field empty if you're human:
All Right Reserved By Dharitri.Com
Posted inHome Left, ଖେଳView All
ନବଗ୍ରହ ମନ୍ଦିରରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟିନେଲେ…
ସାବରଙ୍ଗ,୨୨।୪(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତର ବାଣପୁର ଗ୍ରାମରେ ଥିବା ନବଗ୍ରହ ମନ୍ଦିରରୁ ସୋମବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଛି।...
Pop Francis Death: ଫ୍ରାନ୍ସିସଙ୍କ ପରଲୋକରେ ଭାରତରେ ୩ ଦିନିଆ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା
ନୂଆଦିଲ୍ଲୀ,୨୨।୪: ପୋପ ଫ୍ରାନ୍ସିସଙ୍କ ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସୋମବାର Pop Francisଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ...
ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ଲାଗିଲା ଅଙ୍କୁଶ
ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ...
କାହିଁକି ନନ ଭେଜ ଛାଡିଛନ୍ତି JD Vance? ନାହିଁ ତ ଇଣ୍ଡିଆ କନେକ୍ସନ
ନୂଆଦିଲ୍ଲୀ,୨୨।୪: ସୋମବାର (୨୧ ଏପ୍ରିଲ, ୨୦୨୫) ସକାଳେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ...
ପିଅନ ପଦବୀ ପାଇଁ ଆବେଦନ କରିଛନ୍ତି ପିଏଚ୍. ଡି., ଏମ୍ବିଏ, ଲ’ ଗ୍ରାଜୁଏଟ
ଜୟପୁର, ୨୨ା୪: ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍ଅର୍ଡିନେଟ ଆଣ୍ଡ୍ ମିନିଷ୍ଟ୍ରିଆଲ ଷ୍ଟାଫ୍ ସିଲେକ୍ସନ ବୋର୍ଡ (ଆର୍ଏସ୍ଏମ୍ଏସ୍ଏସ୍ବି) ଦ୍ୱାରା ଜାରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...
କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ
ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍ସା ଦ୍ୱିଓ୍ବାନ୍ ସୋସାଇଟି (କେଡିଏସ୍) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର...
୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି
ଲଣ୍ଡନ: ବ୍ରିଟେନ୍ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି।...
ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ
ନୂଆଦିଲ୍ଲୀ,୨୨।୪: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ୮ ନିୟୁତ ହିସାବରେ ଅନୂ୍ୟନ ପରବର୍ତ୍ତୀ ୧୦ରୁ ୧୨...
ଧରିତ୍ରୀ କାର୍ଟୁନ
Archives Archives
Model This Week
ପିଲାଙ୍କ ଧରିତ୍ରୀ
Akash Dasnayak, Actor supports a Plastic Free Odisha. Do you?
Post navigation
Previous Post Previous post:
ପିଅନ ପଦବୀ ପାଇଁ ଆବେଦନ କରିଛନ୍ତି ପିଏଚ୍. ଡି., ଏମ୍ବିଏ, ଲ’ ଗ୍ରାଜୁଏଟ
Next Post Next post:
Pop Francis Death: ଫ୍ରାନ୍ସିସଙ୍କ ପରଲୋକରେ ଭାରତରେ ୩ ଦିନିଆ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା
ଅନ୍ତର୍ଜାତୀୟ
ଜୀବନଚର୍ଯ୍ୟା
Advertise with us
Copyright © Dharitri.com 2016-2025 - All rights reserved
Developed By Ratna Technology
ଓଡ଼ିଶା ସ୍ୱତନ୍ତ୍ର
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
News in English
Related News
11 Jun, 2025
Steelpan Players, Blue Devils win Dream1 . . .
28 Apr, 2025
International Jazz Day thrill returns to . . .
18 Jun, 2025
Following Paige Bueckers' departure, Gen . . .
17 Aug, 2025
Arsenal Scuff Out A 1-0 Win Over Wastefu . . .
28 Apr, 2025
US director Payne to head Venice Film Fe . . .
08 Apr, 2025
Marks and Spencer join forces with fashi . . .
11 May, 2025
Connacht's season continues to peter out . . .
19 Mar, 2025
Cabinet approves revised dairy developme . . .