Back to news
୪୨,୦୦୦ ନବାଗତଙ୍କୁ ନିଯୁକ୍ତି ଦେବ TCS, ଟ୍ରମ୍ପଙ୍କ ଟାରିଫ୍ ଭୟରେ ଅଟକିଲା ବେତନ ବୃଦ୍ଧି
@Source: dharitri.com
Friday 11th April 2025 |
Today's Paper
| Archives
Thursday, March 28, 2019 |
Archives
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଓଡ଼ିଶା ନିର୍ବାଚନ
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
କରୋନା ଭାଇରସ୍
News in English
Posted inଜାତୀୟ, ବାଣିଜ୍ୟ
୪୨,୦୦୦ ନବାଗତଙ୍କୁ ନିଯୁକ୍ତି ଦେବ TCS, ଟ୍ରମ୍ପଙ୍କ ଟାରିଫ୍ ଭୟରେ ଅଟକିଲା ବେତନ ବୃଦ୍ଧି
8:37 amApril 11, 2025April 11, 2025 /
10
ନୂଆଦିଲ୍ଲୀ,୧୧।୪: ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଆର୍ଥିକ ବର୍ଷ ୨୦୨୬ରେ ୪୨,୦୦୦ ଫ୍ରେଶର୍(ନବାଗତ) ନିଯୁକ୍ତ କରିବ। ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା ମଧ୍ୟରେ କର୍ମଚାରୀଙ୍କ ବେତନ ବୃଦ୍ଧି ବିଷୟରେ କୌଣସି ନିଷ୍ପତ୍ତି ସ୍ଥିର ହୋଇନାହିଁ।
ଚତୁର୍ଥ ତ୍ରୈମାସିକରେ କମ୍ପାନୀ ୬୨୫ କର୍ମଚାରୀ ଯୋଗ ଦେଇଥିବାରୁ ଆର୍ଥିକବର୍ଷ ୨୫ ଶେଷରେ TCS କର୍ମଚାରୀଙ୍କ ସଂଖ୍ୟା ୬,୦୭,୯୭୯ ରେ ରହିଥିଲା। ତେବେ ଚଳିତ ବର୍ଷ କମ୍ପାନୀ ୪୨୦୦୦ ଫ୍ରେଶର୍ ନିଯୁକ୍ତ କରିଛି।
ମୁଖ୍ୟ ମାନବ ସମ୍ବଳ ଅଧିକାରୀ (CHRO), ଟିସିଏସ୍ ମିଲିନ୍ଦ ଲକ୍କାଡ କହିଛନ୍ତି, “ଆମେ ଆର୍ଥିକ ବର୍ଷ ୨୦୨୫ ରେ ୪୨,୦୦୦ ତାଲିମ ପ୍ରାପ୍ତ କରିଛୁ ଏବଂ ଆର୍ଥିକ ବର୍ଷ ୨୬ ସଂଖ୍ୟା ସମାନ କିମ୍ବା ଟିକିଏ ଅଧିକ ହେବ। ବେତନ ବୃଦ୍ଧି ବିଷୟରେ ଆମେ ଅନିଶ୍ଚିତ ବ୍ୟବସାୟ ପରିବେଶକୁ ବିଚାର କରି ପର ମୁହର୍ତ୍ତରେ ନିଷ୍ପତ୍ତି ନେବୁ।”
Tags:Tata Consultancy ServicesTcsTCS Hire Freshers
Enter your email to get our daily news in your inbox.
Leave this field empty if you're human:
All Right Reserved By Dharitri.Com
Posted inHome Left, ଜାତୀୟ, ବାଣିଜ୍ୟView All
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପବାଚସ୍ପତି
ଭୁବନେଶ୍ୱର, ୧୧ା୪(ସୁନିତ୍ ମିଶ୍ର): ବର୍ତ୍ତମାନ ସମୟରେ ଓଡ଼ିଶାର ସୁନ୍ଦରଗଡ ଜିଲା ହେମଗିର ବ୍ଲକ ଓ କୋଇଡା ଅଞ୍ଚଳରେ ବ୍ୟାପକ ଭାବେ ଅବୈଧ କୋଇଲା, ଆଇରନ ଏବଂ...
ଏମ୍ଓୟୁକୁ ଆଉ ଥରେ କରି ବାହାବା ନେଉଛନ୍ତି: ବିଜେଡି
ଭୁବନେଶ୍ୱର, ୧୧ା୪(ସୁନିତ୍ ମିଶ୍ର): ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ସ୍ବାକ୍ଷର ହୋଇଥିବା ଏମ୍ଓୟୁ ମଧ୍ୟରୁ ପାରାଦୀପସ୍ଥିତ ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ସହ ସେଠାରେ ଇଣ୍ଟିଗ୍ରେଟେଡ୍...
ବିଜେଡି ମୁଖିଆଙ୍କ ମୁଠା ହୁଗୁଳା: ତାରା
ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ବିଜେଡିରେ ସଂପ୍ରତି ଓ୍ବକ୍ଫ ବିଲ୍କୁ ନେଇ ଯେଉଁ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି, ସେଥିରୁ ଦଳର ନେତା ଓ କର୍ମୀଙ୍କ ଅସନ୍ତୋଷ ସ୍ପଷ୍ଟ...
ସବୁ ସହବନ୍ଧିତ ହସ୍ପିଟାଲକୁ ସରକାରଙ୍କ ନିର୍ଦ୍ଦେଶ, ନୂତନ ଆଇଟି ବ୍ୟବହାର ବେଳେ ଏସ୍ଓପିକୁ ଗୁରୁତ୍ୱ ଦିଅ
ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଲୋକେ ଯେପରି ଲାଭାନ୍ବିତ ହୋଇପାରିବେ ଏବଂ ହସ୍ପିଟାଲରେ...
ଝାରସୁଗୁଡ଼ା ଜିଲା ବିଜେଡି ୨ ଭାଗ, ଦୁଇ ପୂର୍ବତନ ବିଧାୟିକାଙ୍କ ମଧ୍ୟରେ ଟକରାଟକରି
ଝାରସୁଗୁଡ଼ା,୧୧।୪(ଆଶିଷ ରଞ୍ଜନ ଦାଶ): ବର୍ତ୍ତମାନ ୱକ୍ଫ ବିଲ୍କୁ ନେଇ ରାଜ୍ୟ ବିଜେଡି ଭାଗ ଭାଗ ହୋଇ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ସମାନ...
ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ
ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...
ମହାରାଷ୍ଟ୍ରର ଏଭଳି ଅନେକ ଆଦିବାସୀବହୁଳ ଗାଁଗୁଡ଼ିକରେ ସୌରଶକ୍ତି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି କେମିକାଲ ଇଞ୍ଜିନିୟର ତନବୀର ଇନାମଦାର। କେବଳ ଏତିକି ନୁହେଁ, ସେ ପାହାଡ଼ ଉପରେ...
ବଞ୍ଚିବାକୁ ଦିଅ
ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ...
ଧରିତ୍ରୀ କାର୍ଟୁନ
Archives Archives
Model This Week
ପିଲାଙ୍କ ଧରିତ୍ରୀ
Akash Dasnayak, Actor supports a Plastic Free Odisha. Do you?
Post navigation
Previous Post Previous post:
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପବାଚସ୍ପତି
ଅନ୍ତର୍ଜାତୀୟ
ଜୀବନଚର୍ଯ୍ୟା
Advertise with us
Copyright © Dharitri.com 2016-2025 - All rights reserved
Developed By Ratna Technology
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଓଡ଼ିଶା ନିର୍ବାଚନ
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
କରୋନା ଭାଇରସ୍
News in English
Related News
12 May, 2025
UN: 200 NGOs reject Israel proposals to . . .
12 Jul, 2025
Sports News | 'Well Done to Both Teams': . . .
03 Aug, 2025
Athlone seal emphatic win to advance in . . .
17 Mar, 2025
Portland Pilots to play in Women’s Baske . . .
22 Jun, 2025
Men's freestyle wresters also win team t . . .
27 Mar, 2025
‘Avengers: Doomsday’ Full Cast Revealed . . .
20 Apr, 2025
Sleep training is no longer just for bab . . .
31 May, 2025
Taylor, Griffin take charge