Tuesday 11th February 2025 |
Today's Paper
| Archives
Thursday, March 28, 2019 |
Archives
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଓଡ଼ିଶା ନିର୍ବାଚନ
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
କରୋନା ଭାଇରସ୍
News in English
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ
ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍
9:36 amFebruary 11, 2025February 11, 2025 /
03
ଭୁବନେଶ୍ବର,୧୧।୨: ଭୁବନେଶ୍ବର ୪ନମ୍ବର ହସ୍ପିଟାଲ ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ରେଡକ୍ରସ ଭବନ ଆଡୁ ଦ୍ରୁତ ଗତିରେ ମାଡ଼ିଆସି ଏକ BMW କାର୍ ରାସ୍ତା ବାରିକେଡ ଭାଙ୍ଗି ଜଣଙ୍କ ଘରେ ପଶି ଯାଇଥିଲା।
ଦୁର୍ଘଟଣାରେ କାର୍ର ସମ୍ମୁଖ ଭାଗ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Enter your email to get our daily news in your inbox.
Leave this field empty if you're human:
All Right Reserved By Dharitri.Com
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟView All
ଭାଲୁକୁ ଘଉଡାଇବାକୁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଫରେଷ୍ଟର, ପଚାରିବାରୁ ଖବରତାଦାଙ୍କ ଉପରେ କଲେ ଆକ୍ରମଣ
କୋକସରା,୧୧।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା...
ସରକାରଙ୍କ ଅପାରଗତା ଦେଖିଲା ବିଶ୍ୱ: କଂଗ୍ରେସ
ଭୁବନେଶ୍ୱର, ୧୧।୨(ଅନୁରାଧା ମହାରଣା): ବାରବାଟୀ ଷ୍ଟାଡିୟମ୍ରେ ଅନ୍ତର୍ଜାତୀୟ ମ୍ୟାଚବେଳେ ଲାଇଟ୍ ବନ୍ଦ ହେବା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।...
ବହିଯାଉଥିବା ପାଣିରେ ଭାଜପା ସରକାର ହାତ ଧୋଉଛନ୍ତି: ବିଜେଡି
ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା): କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ବେଳେ ଫ୍ଲଡ୍ ଲାଇଟରେ ବିଭ୍ରାଟ ପାଇଁ ପ୍ରାୟ...
ସ୍ଥାୟୀତ୍ୱକୁ ନେଇ ସନ୍ଦୀହାନ:ଇସି ସଂଘ ପକ୍ଷରୁ ଦାବିପତ୍ର
ଥୁଆମୂଳ ରାମପୁର,୧୧/୨ (ଦୁର୍ଗା କୀର୍ତ୍ତି)- ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ମିଶନ ଶକ୍ତି ଇସିମାନେ ୨୦୦୦ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନ...
ବାଇକ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ: ଜଣେ ଗୁରୁତର
ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-କାଶିପୁର ମୁଖ୍ୟ ରାସ୍ତା କୁମ୍ଭାରକାନି ଗ୍ରାମର ଗୌଡ଼ ପଡ଼ା ନିକଟରେ ମଟରସାଇକେଲ ଧକ୍କାରେ...
ବାରବାଟୀରେ ପୂର୍ବ ସରକାର ଟଙ୍କାକର କାମ କରିନାହାନ୍ତି: ମନ୍ତ୍ରୀ ସୂରଜ
ଭୁବନେଶ୍ୱର,୧୧।୨(ବନ୍ଦନା ସେଠୀ): ବାରବାଟୀରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ରେ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ବିରୋଧୀ ଏବଂ ଶାସକ ଦଳ ପରସ୍ପରକୁ...
ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ଜଳିବ ଝାଡ଼ଦୀପ
ଢେଙ୍କାନାଳ,୧୧ା୨(ରତନ ନାୟାର):ମହିମାଧର୍ମର ବିଶ୍ୱ ପ୍ରସିଦ୍ଧ ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ମଙ୍ଗଳବାର ଠାରୁ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏଥିପାଇଁ ମହିମା ସାଧୁ...
ସରକାରଙ୍କ ବଡ଼ ପଦକ୍ଷେପ: ୭୦ ଜନସଂଖ୍ୟା ଥିବା ଗାଁରେ ଗୋଟିଏ ନଳକୂପ
ଭୁବନେଶ୍ୱର,୧୧ା୨(ବନ୍ଦନା ସେଠୀ): ଖରାଦିନ ପୂର୍ବରୁ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ୭୦ଜନସଂଖ୍ୟା...
ଧରିତ୍ରୀ କାର୍ଟୁନ
Archives Archives
Model This Week
ପିଲାଙ୍କ ଧରିତ୍ରୀ
Akash Dasnayak, Actor supports a Plastic Free Odisha. Do you?
Post navigation
Previous Post Previous post:
କେଜରିଓ୍ବାଲଙ୍କୁ ହରାଇଥିବା ନେତା ହେବେ ହିଲ୍ଲୀର ମୁଖ୍ୟମନ୍ତ୍ରୀ!
Next Post Next post:
ତିରୁପତି ଲଡ଼ୁରେ ପଶୁ ଚର୍ବି ମିଶ୍ରିତ ଘିଅ ବ୍ୟବହାର ମାମଲା: ୪ଜଣଙ୍କୁ ଗିରଫ କଲା ସିବିଆଇ
ଅନ୍ତର୍ଜାତୀୟ
ଜୀବନଚର୍ଯ୍ୟା
Advertise with us
Copyright © Dharitri.com 2016-2025 - All rights reserved
Developed By Ratna Technology
ଅନ୍ତର୍ଜାତୀୟ
କେନ୍ଦ୍ରାପଡ଼ା
ଜଗତ୍ସିଂହପୁର
ସୁବର୍ଣ୍ଣପୁର
ଶିକ୍ଷା ଓ ନିଯୁକ୍ତି
ଓଡ଼ିଶା ନିର୍ବାଚନ
ଜୀବନଚର୍ଯ୍ୟା
ଶ୍ରେଷ୍ଠ ପାଞ୍ଚ
କରୋନା ଭାଇରସ୍
News in English
Related News
07 Apr, 2025
Manchester derby shows City and United f . . .
06 Apr, 2025
‘It could happen’ – Rory McIlroy teases . . .
16 Jun, 2025
FIFA Club World Cup Soccer: Stream Chels . . .
24 Jul, 2025
Afghanistan, Pakistan, UAE to play tri-s . . .
07 Mar, 2025
Europa blow for Ange's Tottenham, Man Un . . .
06 Apr, 2025
Leishman, Ripper GC contending at LIV Go . . .
14 May, 2025
Edinburgh Rugby's new non-Scottish quali . . .
20 Jul, 2025
Grant Chestnut's bio: Meet Morris Chestn . . .